Samastanka pain bhala,
Bhala samastanka pain.
Pruthibi, pabana,
Pani, niaan,
Samaste sathare,
Samaste sethare.
Aakasha pain sabu aau samaste,
Sabu aau samastanka pain aakasha.
In Odia lipi;
ସମସ୍ତଙ୍କ ପାଇଁ ଭଲ,
ଭଲ ସମସ୍ତଙ୍କ ପାଇଁ ।
ପୃଥିବୀ ପବନ
ପାଣି ନିଆଁ
ସମସ୍ତେ ସେଠାରେ,
ସମସ୍ତେ ସେଠାରେ ।
ଆକାଶ ପାଇଁ ସବୁ ଆଉ ସମସ୍ତେ,
ସବୁ ଆଉ ସମସ୍ତଙ୍କ ପାଇଁ ଆକାଶ ।