Pratyeka dina maa pain, maa dina,
Bina maa dina nahin, satya?
Bina maa dina nahin
Nahin jagatika mahajagatika srusti,
Satya chetana nahin,
Nahin kichhi bi, satya?
Maa sabubele aama pakhare.
Maa shanti pain,
Maa judha pain,
Maa jibana pain,
Kintu nuhen
Nuhen kebe mrutyu pain.
In Odia lipi or say Brahmi script;
ପ୍ରତ୍ୟେକ ଦିନ ମା ପାଇଁ,
ବିନା ମା ଦିନ ନାହିଁ,
ଜାଗତିକ ମହାଜାଗତିକ ସୃଷ୍ଟି ନାହିଁ ।
ନାହିଁ ସତ୍ୟ ଚେତନା,
ନାହିଁ କିଛି ବି ।
ମା ସବୁବେଳେ ଆମ ପାଖରେ ।
ମା ଶାନ୍ତି ପାଇଁ,
ମା ଯୁଦ୍ଧ ପାଇଁ,
ମା ଜୀବନ ପାଇଁ,
କିନ୍ତୁ ନୁହେଁ,
ନୁହେଁ କେବେ ମୃତ୍ୟୁ ପାଇଁ ।
each day is a mother's day, let us pray for mother, we are all here for the mother, the liging god on earth.