ବୁଦ୍ଧ ଗଜାନନ ମିଶ୍ର ଗତକାଲି ଥୁକା ହୋଇଥିଲା ମୋ ମୁହଁରେ ମନେ ନାଇଁ ମୋର ଆଉ। ରାତ୍ ଗଇ ତୋ ବାତ୍ ଗଇ ଜଣା ଆମକୁ। ଆଜି ନୂଆ ସୂର୍ଯ୍ୟ ଆସି ଦୁଆରକୁ ଆମର ଗୀତ ଗାଇଚାଲିଛି, ମନଦେଇ ଶୁଣିବାର ଅଛି ଭଲ କରି ବୁଝିବାର ଅଛି। ତପୋବନ, ଟିଟିଲାଗଡ, ବଲାଙ୍ଗିର 26/7/2019
Delivering Poems Around The World
Poems are the property of their respective owners. All information has been reproduced here for educational and informational purposes to benefit site visitors, and is provided at no charge...
5/18/2024 3:20:06 AM # 1.0.0.1119