[Note to this Odia poem: -]
I am chanting your name, oh dear Lord!
Oh dear Lord, my dear flute player,
I never feel tired, telling truth,
In your name my day is spent!
If you are with me then I am powerful,
With you, through knowledge my life is run!
You play flute at least once,
Let it hear by this life,
I am chanting your name, oh dear Lord!
ଭଜୁଛି ତୁମ ନାମ
ଭଜୁଛି ମୁଁ ତୁମ ନାମ ଆହେ ଭଗବାନ,
ପ୍ରିୟ ତୁମେ ମୋର ଆହେ ମୁରଲୀ ମୋହନ.
ଥକି ଯାଉ ନାହିଁ କେବେ ଏ ସତ୍ୟ ବଚନ,
ତୁମ୍ଭ ନାମେ ବିତି ଯାଉ ଅଛି ମୋର ଦିନ.
ତୁମ୍ଭେ ଥିଲେ ସାଥେ ମୋର ମୁହିଁ ବଳବାନ,
ତୁମ୍ଭ ସାଥେ ଜ୍ଞାନ ବଳେ ହୁଏ ମୋ ଚଳନ.
ବାଜାଅ ମୁରଲୀ ବାରେ ଶୁଣୁ ଏ ଜୀବନ,
ଭଜୁଛି ମୁଁ ତୁମ ନାମ ଆହେ ଭଗବାନ.
ସତ୍ତ୍ଵ ଅଧିକାର ବୁଦ୍ଧଶୟା ବେହେରା
© Budhashaya Behera,05 February 2020. All rights reserved.
Lord's name is always sweet to chant. His flute is also very sweet. We greet him and meet him through our realization. This poem is completely very devotional poem...10
The eagerness to hear His flute comes very striking in this translation, and gives the feeling that the original must be even more fetching.
This poem has not been translated into any other language yet.
I would like to translate this poem
ଭକ୍ତି ରସ ପୂର୍ଣ ଏହି କବିତା ଟି ଭାରି ମଧୁର ଓ ଚମତ୍କାର ହୋଇଛି...ଇଶ୍ଵରଙ୍କର ନାମ ଭାଜିବା ହିଁ ସବୁଠୁ ଭଲ କାରଣ ସେଥିରେ ହିଁ ଶାନ୍ତିମିଳିଥାଏ...